ମିଳିଲା ନିଖୋଜ ମହିଳା କ୍ରିକେଟ୍‌ ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ମୃତ ଦେହ

କଟକ/ଭୁବନେଶ୍ୱର: ରାଜଧାନୀରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବାସଭବନ ଆଗରେ ପହଞ୍ଚିଛନ୍ତି ନିଖୋଜ ମହିଳା କ୍ରିକେଟ୍‌ ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ପରିବାର। ସେମାନେ ଝିଅର ଫଟୋ ହାତରେ ଧରି ନ୍ୟାୟ ଲାଗି ଗୁହାରି କରିବାକୁ ସେଠାରେ ପହଞ୍ଚିଛନ୍ତି। ରାଜଶ୍ରୀ ସ୍ୱାଇଁଙ୍କ ମା’ କହିବା ଅନୁଯାୟୀ, ତାଙ୍କ ଝିଅ ପ୍ରତି ଚୟନରେ ଅନ୍ୟାୟ କରାଯାଇଛି। ତାଙ୍କୁ ଲୁଚାଯାଇଛି କି ମାରି ଦିଆଯାଇଛି ସେନେଇ ସ୍ପଷ୍ଟ କରାଯାଉ। ଝିଅକୁ ଖୋଜି ଆଣିବା ଲାଗି … Continue reading ମିଳିଲା ନିଖୋଜ ମହିଳା କ୍ରିକେଟ୍‌ ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ମୃତ ଦେହ